ସୋମ୍ୟାଶ୍ରୀ ତୋତେ ବି ଭୁଲିଯିବ ଏଇ ସମାଜ !
ନାରୀ ତୁ କେତେ ସୁରକ୍ଷିତ ? ନାରୀ ତୁ କେତେ ନିରୁପାୟ ? ନାରୀ ତୋ ପାଇଁ କଣ ନ୍ୟାୟ ଏ ସମାଜରେ ଅଛି ? ନାରୀ ହେଇ ଏଇ ସମାଜରେ ରହିବା କେତେ ଯେ କଷ୍ଟକର ତାର ଉଦାହରଣ ପ୍ରତ୍ୟେକଦିନ କିଏ ନା କିଏ ମରିଗଲା ପରେ ଆମକୁ ଜଣାପଡୁଛି । ଜଣେ ମରିଗଲେ ଆମର ଅନେକ ଦରଦ । ଜଣେ ଏ ଦୁନିଆ ଛାଡି ଚାଲିଗଲା ପରେ…