ଆଜି ପବିତ୍ର ମହାଳୟା; ଶ୍ରଦ୍ଧା ଓ ଭକ୍ତିର ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା
ଭୁବନେଶ୍ୱର: ଆଜି ପବିତ୍ର ମହାଳୟା । ଶ୍ରଦ୍ଧା ଓ ଭକ୍ତିର ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା ରହିଛି । ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ସମଗ୍ର ଓଡ଼ିଶାରେ ଆଜି ଶ୍ରଦ୍ଧା ଓ…