Browsing Tag

milk and sleep

ଶୋଇବା ପୂର୍ବରୁ କ୍ଷୀର ପିଇବା କ’ଣ ପ୍ରକୃତରେ ନିଦ ପାଇଁ ସହାୟକ? ଜାଣନ୍ତୁ ଏହା ପଛର କାରଣ…

ରାତିରେ ଶୋଇବା ପୂର୍ବରୁ ଗ୍ଲାସେ ଉଷୁମ କ୍ଷୀର ପିଇବା ଏକ ପୁରୁଣା ଅଭ୍ୟାସ। ଅନେକେ ମନେ କରନ୍ତି ଯେ ଏହା ଦ୍ୱାରା ଭଲ ନିଦ ହୋଇଥାଏ। କିନ୍ତୁ ପ୍ରଶ୍ନ ଉଠୁଛି, କ୍ଷୀର ପିଇବା ଦ୍ୱାରା ପ୍ରକୃତରେ ନିଦ ଭଲ ହୁଏ କି? ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ ତଥ୍ୟ। କ୍ଷୀରରେ ଥିବା ପୋଷକ…