Browsing Tag

Food Safety Raid

ବାଲିଯାତ୍ରା ପଡ଼ିଆରେ ସିଏମସି ଫୁଡ୍ ସେଫ୍ଟି ଟିମ୍‌ର ଚଢ଼ାଉ: ବିପୁଳ ପରିମାଣର ବାସି ଖାଦ୍ୟ ଜବତ

କଟକ: କଟକ ବାଲିଯାତ୍ରାର ଫୁଡ୍‌ ଷ୍ଟଲ୍‌ ଉପରେ KMC ସ୍ୱାସ୍ଥ୍ୟ ବିଭାଗ ଟିମ୍‌ର ଚଢାଉ । କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ପଡ଼ିଆରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ ପାଇଁ କଟକ ମହାନଗର ନିଗମ (CMC) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ବାଲିଯାତ୍ରା ତଳ ପଡ଼ିଆରେ ଥିବା ବିଭିନ୍ନ ଖାଦ୍ୟ…