Browsing Tag

Domestic Violence

କେନ୍ଦୁଝରରେ ଅଭାବନୀୟ ଘଟଣା: ଖାଦ୍ୟକୁ ନେଇ କଳି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା । ବାଂଶପାଳ ବ୍ଲକର ନୟାକୋଟ ଥାନା ଅନ୍ତର୍ଗତ କୁଶକଳା ଗାଁର କାଳିଆଡିହି ସାହିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ଖାଦ୍ୟ ପାଇଁ ହୋଇଥିବା ସାମାନ୍ୟ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା…