ଉତ୍ତମ ନିଦ୍ରା ଓ ଓଜନ ହ୍ରାସ: ଖାଦ୍ୟପେୟରେ ଏହି ୪ଟି ପରିବର୍ତ୍ତନ ଆଣିଲେ କମିପାରେ ଆପଣଙ୍କ ଓଜନ
ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକମାନେ ପ୍ରାୟତଃ ନିଜର ଶୋଇବା ସମୟକୁ କମ୍ କରିଦିଅନ୍ତି। କିନ୍ତୁ ଶରୀରର ପ୍ରତ୍ୟେକ ଜୈବିକ ପ୍ରକ୍ରିୟା ପାଇଁ ନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଦ୍ରା ଅଭାବରୁ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ନିକଟରେ…