Browsing Tag

Baitarani River

ଆନନ୍ଦପୁର ବ୍ୟାରେଜ୍ ଗେଟ୍ ବନ୍ଦ: ମାଛ ଧରିବାକୁ ବୈତରଣୀ ନଦୀପଠାରେ ଶହ ଶହ ଲୋକଙ୍କ ଭିଡ଼

ଆନନ୍ଦପୁର (କେନ୍ଦୁଝର): ଆନନ୍ଦପୁର ବ୍ୟାରେଜ୍ ନିକଟ ବୈତରଣୀ ନଦୀପଠାରେ ଶନିବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବ୍ୟାରେଜର ଗେଟ୍ ଗୁଡ଼ିକୁ ଯାଞ୍ଚ ପାଇଁ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରଖାଯିବା ଫଳରେ ନଦୀର ଜଳସ୍ତର ହ୍ରାସ ପାଇଥିଲା। ଏହାର ସୁଯୋଗ ନେଇ ପୁରୁଷ, ମହିଳା ଓ ଛୋଟ ପିଲାଙ୍କ…