Browsing Tag

Assistant Teachers

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ନିୟମିତ ହେଲେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍), ଜାନୁଆରୀରୁ ମିଳିବ ପିଛିଲା ଦରମା

ଭୁବନେଶ୍ୱର: ନିୟମିତ ହେଲେ କନିଷ୍ଠ ଶିକ୍ଷକ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତି ପାଇଥିବା ଜୁନିଅର ଶିକ୍ଷକ (ସ୍କିମେଟିକ୍) ମାନଙ୍କୁ ନିୟମିତ କରାଯାଇଛି।…