Browsing Tag

Anantapur Crime

ସ୍କୁଲ ଭିତରେ ପଶି ଛାତ୍ରୀଙ୍କୁ ଗଛକଟା କରତରେ ଆକ୍ରମଣ କଲା ଦୁର୍ବୃତ୍ତ, ଅବସ୍ଥା ସଙ୍କଟାପନ୍ନ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ ଅତ୍ୟନ୍ତ ନିଷ୍ଠୁର ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ବିଦ୍ୟାଳୟର ଶ୍ରେଣୀ ଗୃହ ମଧ୍ୟରେ ପଶି ଜଣେ ଯୁବକ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଏକ ଗଛକଟା କରତ ବା ଚେନ୍-ସ’ (Chainsaw) ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଛି। ଏହି…