ନାରୀ କଣ ନାରୀର ପ୍ରଥମ ଶତ୍ରୁ?
ସତସଙ୍ଗ ଚାଲିଥିଲା ।ବୋହୂଟିଏ ଘରର ଜବତୀୟ କାମ ଦାମ ସାରି ଶାଶୁ ନଣନ୍ଦଙ୍କ ସହ ସତସଙ୍ଘରେ ବସିବାକୁ ଯାଇଥିଲା । ଅବଶ୍ୟ ଶାଶୁ ନଣନ୍ଦଙ୍କ ସଙ୍ଗେ ଯିବାଟା କିଛି ଖୁସିର କଥା ନୁହେଁ।ମାତ୍ର ଘରେ ରହିଲେ ସେ ଦୁହେଁ ଫେରିଵା ପରେ ଅଧିକ କିଛି, ଯେମିତିକି ଗୋଟେ ମେଣ୍ଢାର ପାଞ୍ଚଟା ଗୋଡ ହୋଇ!-->…