ସମ୍ପାଦକୀୟ

କେବେ ତୁମେ ଜାୟା ପୁଣି କେବେ ସାଜ ଜନନୀ, ରାକ୍ଷୀ ବାନ୍ଧି ଗଢ ସମ୍ପର୍କ ହୋଇ ତୁମେ ଭଗିନୀ । ପରକୁ ଆପଣା କରିପାର ତୁମେ ସାଜି ପୁଣି ଘରଣୀ, ନାରୀ ଏକ ରୂପ ତା ଅନେକ ସର୍ବଂସହା ସେ ଚିରବନ୍ଦିନୀ । ନ ଅଇରି ଯାହାର ସେ ହେଉଛି ନାରୀ । ଅର୍ଥାତ୍ ନାରୀର କେହି ଶତ୍ରୁ ନାହାନ୍ତି । ସମାଜର…

ଅଳଙ୍କାରର ପର୍ବ ‘ସୁନାବେଶ’

ଅଳଙ୍କାର ପ୍ରତି କାହାର ବା ଲୋଭ ନଥାଏ। ସେ ପୁଣି ସୁନା ଅଳଙ୍କାର, ନାଁ ଶୁଣିଲା ମାତ୍ରେ ହିଁ ଲୋଭ ସମ୍ଭାଳିବା କଷ୍ଟ ହୋଇଯାଏ। କୁହାଯାଏ ନାରୀମାନେ ହେଉଛନ୍ତି ଅଳଙ୍କାର ପ୍ରେମୀ। ସେମାନେ ଅଳଙ୍କାର ପିନ୍ଧିବାକୁ ଭଲ ପଆନ୍ତି। ଏହା ସତ ମଧ୍ୟ। ନାରୀଟିଏ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧି ସଜେଇ

‘ଛାଡପତ୍ର’ – ଏକ ନୂଆ ଜୀବନର ଆରମ୍ଭ

"ଛାଡପତ୍ର" ଏହି ଶବ୍ଦଟିକୁ ସମାଜରେ ସହଜରେ ଗ୍ରହଣ କରାଯାଏନାହିଁ। ଏହା ପୁରାପୂରି ଭାବେ ପାରିବାରିକ ବିବାଦ ହୋଇଥିଲେ ମଧ୍ୟ ଏହା ସମାଜରେ ଏକ ଆଲୋଡନ ସୃଷ୍ଟି କରେ। କିନ୍ତୁ ଆଜିର ଶିକ୍ଷିତ ସମାଜରେ ଏହି ଶବ୍ଦଟି ଅତି ସାଧାରଣ ହୋଇଯାଇଛି ବୋଲି କିଛି ଭୁଲ ହେବ ନାହିଁ। ସେଲିବ୍ରେଟିମାନଙ୍କ

ଇମୋଜି ବ୍ୟବହାର ଓ ଏହାର ପ୍ରକୃତ ଅର୍ଥ

ଆଜି ହେଉଛି ବିଶ୍ୱ ଇମୋଜି ଦିବସ। ଡିଜିଟାଲ ଦୁନିଆ ସଙ୍ଗେସଙ୍ଗେ ଆମ ଭାବ ଆଦାନପ୍ରଦାନର ମାଧ୍ୟମ ମଧ୍ୟ ବଦଳିଯାଇଛି। ଯଦି ଆମେ କିଛି ବର୍ଷ ପୂର୍ବକୁ ଫେରିଯିବା ତେବେ ଏଭଳି କିଛି ଦିବସ ପାଳନ କରାଯାଉଥିବା ଆମର ମନେ ହୁଏ ନାହିଁ। ଏହି ଦିବସ କ’ଣ, ଏହି ଶବ୍ଦର ବିଷେଶ ବ୍ୟବହାର ହେଉଥିବା ମନେ

ଅଭିମାନୀ ପତ୍ନୀର କଳି ପର୍ବ “ହେରା ପଞ୍ଚମୀ”

ଓଡିଆ ସଂସ୍କୃତି ଓ ପରମ୍ପରା ସହ ବାସ୍ତବ ଜୀବନର ଅନେକ ସାମଞ୍ଜସ୍ୟ ରହିଛି। ପୁରୁଷପ୍ରାଧାନ୍ୟ ସମାଜ କୁହାଯାଉଥିଲେ ମଧ୍ୟ ଏଠାରେ ପାଳିତ ହେଉଥିବା ପ୍ରତିଟି ପର୍ବ ନାରୀ ଜୀବନ ସହ ଜଡିତ ଥାଏ। ରଜ, ଖୁଦରୁକୁଣୀ, କୁମାରୋତ୍ସବ ହେଉ ଅବା ଲକ୍ଷ୍ମୀ ପୁରାଣ। ଏସବୁଥିରେ ନାରୀମାନଙ୍କୁ ମୁଖ୍ୟ ଚରିତ୍ରରେ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା

ଜୁଲାଇ ୨୩ରୁ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ ୧୦୦ରୁ ଅଧିକ ଭାରତୀୟ ପ୍ରତିଯୋଗୀ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ମହିଳା ପ୍ରତିଯୋଗୀ , ଯେଉଁମାନଙ୍କ କାନ୍ଧରେ ରହିଛି ପଦକ ହାସଲର ଦାୟିତ୍ୱ। କେବଳ ସେତିକି ନୁହେଁ, ଏଭଳି କିଛି

ଥାଙ୍କ ୟୁ ଡ଼କ୍ଟର ❤❤❤

ଈଶ୍ୱରଙ୍କ କୃପାରୁ ମାଆ ଶିଶୁଟିଏ କୁ ଜନ୍ମ ଦିଏ ।ପରବର୍ତ୍ତୀ ସମୟରେ ମଣିଷର ସ୍ୱାସ୍ଥ୍ୟ ରେ କିଛି ଅସୁବିଧା ହେଲେ, ଯାହାକୁ ପ୍ରଥମେ ଖୋଜା ପଡ଼େ ସେ ହେଉଛନ୍ତି ଚିକିତ୍ସକ ବା ଡାକ୍ତରମାନେ ।ନିଜର ବିଦ୍ୟା ଏବଂ ଜ୍ଞାନ ଦ୍ୱାରା ମଣିଷ ଦେହର ରୋଗକୁ ସଠିକ୍ ରୂପେ ଚିହ୍ନି ଉପଯୁକ୍ତ ଚିକିତ୍ସା

କାଲିଂପଙ୍ଗ ର ଅନୁଭୂତି…

ଆମେ ପାହାଡି ମାନେ ଭାରି ସ୍ବାଭିମାନୀ,ବାହାରୁ ଟାଣୁଆ କିନ୍ତୁ ଭାରି ନରମ ହୃଦୟ ର ମଣିଷ ଆଉ ଭାରି ଯତ୍ନଶୀଳ ବି ।ଠିକ୍ ସ୍ବାଭିମାନ ଥିବା ସମ୍ବେଦନଶୀଳ ନମ୍ର ମନଟେ ପରି।ନଡିଆ ଫଳ କେମିତି, ଉପରୁ ପୁରା ଟାଣ ଆଉ ଭିତରେ ପାଣିଠୁ ଖାଦ୍ଯ ଯାଏ ସବୁ ଭରିଥାନ୍ତି ଈଶ୍ବର ।ଠିକ୍ ସେମିତି । କଥା