Author

Lopa 56 posts 0 comments
ଜାନୁଆରି ୧୧ରେ ପାଳନ ହେବ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷପୂର୍ତ୍ତି
ଜାନୁଆରି ୨୨ରେ ଏହି ତିଥିରେ ହୋଇଥିଲା ପ୍ରାଣପ୍ରତିଷ୍ଠା
୨୨ ବର୍ଷ ପାକିସ୍ତାନରେ ଫସି ରହିଲେ ହମିଦା
ମୁମ୍ବାଇର ଜଣେ ୭୩ ବର୍ଷୀୟା ବୃଦ୍ଧ ମହିଳା ହମିଦା ବାନୋ ପାକିସ୍ତାନରେ ଦୀର୍ଘ ୨୨ ବର୍ଷ ଫସି ରହିବା ପରେ ଶେଷରେ ସ୍ଵଦେଶ ଫେରିଛନ୍ତି। ନିଜ ପରିବାର ସହ ପୁଣି ମିଶିବା ସମୟରେ ସେ ଭାବବିହ୍ଵଳ ହୋଇଯାଇଥିଲେ। ତାଙ୍କ ପରିବାର ନିଜ ଆତ୍ମୀୟଙ୍କୁ ପୁଣି ଫେରିପାଇ ଖୁସି ବ୍ୟକ୍ତ କରିଛନ୍ତି। ହମିଦା ନିଜ…
ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ବିୟୋଗରେ ବିଶ୍ୱନେତାଙ୍କ ଶୋକବାର୍ତ୍ତା
କେମ୍ବ୍ରିଜ୍ ଗ୍ରାଜୁଏଟ୍, ଅକ୍ସଫୋର୍ଡର ପୂର୍ବତନ ଛାତ୍ର, ପ୍ରଫେସର, ଅର୍ଥମନ୍ତ୍ରୀ ଏବଂ ଦୁଇ ଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କୁ ସାରା ବିଶ୍ୱରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏହି ଶ୍ରଦ୍ଧାଞ୍ଜଳି ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମନମୋହନ ସିଂହଙ୍କ ବିଷୟରେ…
ମହାକାଶରେ ମହାକାଶଚାରୀଙ୍କ ପାଇଁ ଡାକ୍ତର ଅଛନ୍ତି କି?
ମହାକାଶରେ ଥିବା ପରିବେଶ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେଠାରେ ଥିବା ମାଇକ୍ରୋଗ୍ରାଭିଟି ବା କମ୍ ମାଧ୍ୟାକର୍ଷଣ ଶକ୍ତି ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ଆମ ଶରୀର ମାଧ୍ୟାକର୍ଷଣର ଚାପ ନପାଇଲେ ମାଂସପେଶୀ ଏବଂ ହାଡ ଦୁର୍ବଳ ହୋଇଯାଏ । ଏହା ବ୍ୟତୀତ ମହାକାଶରେ ବିକିରଣର ସ୍ତର ମଧ୍ୟ…
ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ବର୍ଷିୟ ଖେଳାଳୀ ଡି.ଗୁକେଶ
ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଡି ଗୁକେଶ