ଭଲ ଖବର ପବିତ୍ର ଅଶୋକାଷ୍ଟମୀ;ଭୁବନେଶ୍ୱର ରଥଦାଣ୍ଡରେ ଗଡ଼ିବ ରୁକୁଣାରଥ। Lopa Apr 5, 2025 ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ରୁ ଏହାକୁ ”ଅଶୋକାଷ୍ଟମୀ” କୁହାଯାଏ
ମୁଖ୍ୟ ପ୍ରସଙ୍ଗ ମୋନଜ କୁମାର ନଥିଲେ ଆଜି ଅମିତାଭ ବଚନଙ୍କୁ ଆମେମାନେ ପରଦାରେ ପାଇନଥାନ୍ତୁ Lopa Apr 4, 2025 ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ। ମନୋଜ କୁମାର ତଥା ଭରତ କୁମାରଙ୍କ ଅନୁପସ୍ଥିତି ଏବେ ସାରା ସିନେଜଗତକୁ ଅନୁଭବ ହେଉଛି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଜନ୍ମ ହୋଇଥିବା ମନୋଜ କୁମାର ଆଜି ଆଉ ଆମ ଗହଣରେ…
ମନୋରଞ୍ଜନ ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ପରିଚିତ ମନୋଜ୍ କୁମାର Lopa Apr 4, 2025 ପରଲୋକରେ ବଲିଉଡ୍ ଅଭିନେତା ମନୋଜ କୁମାର
ଆମ ଓଡ଼ିଶା ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ Lopa Apr 4, 2025 ଦିନକୁ ଦିନ ଶ୍ରୀମନ୍ଦିରରେ ବଢ଼ିବାରେ ଲାଗିଛି ଭକ୍ତଙ୍କ ଭିଡ । ଭକ୍ତଙ୍କ ସଂଖ୍ୟାରେ ବୃଦ୍ଧି ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ତେଣୁ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖୁବ୍…
ଆମ ଓଡ଼ିଶା ଓଡ଼ିଆ ପକ୍ଷ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ Lopa Apr 1, 2025 ଆଜିଠୁ ପାଳନ ହେବ ‘ଓଡ଼ିଆ ପକ୍ଷ’ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଆହୁରି…
ଲାଇଫ ଷ୍ଟାଇଲ ଚୈତ୍ର ଅମାବାସ୍ୟା ଦିନ ଏହା କଲେ ଦୂର ହେବ ପିତୃଦୋଷ Lopa Mar 24, 2025 ଚଳିତବର୍ଷ ଚୈତ୍ର ମାସର ଅମାବାସ୍ୟା ଦିନ ୨୯ ମାର୍ଚ୍ଚରେ ପଡୁଛି । ଅମାବାସ୍ୟା ଦିନ ସ୍ନାନ ଦାନର ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ଦିନଟି ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏକ ଧାର୍ମିକ ମାନ୍ୟତା ଅନୁସାରେ ଅମାବାସ୍ୟା ଦିନ ପିତୃପୁରୁଷମାନେ ପୃଥିବୀକୁ…
ବିଶେଷ ଆଜି ହେଉଛି ବିଶ୍ବ ଯକ୍ଷ୍ମା ଦିବସ Lopa Mar 24, 2025 ଆଜି ହେଉଛି ବିଶ୍ବ ଯକ୍ଷ୍ମା ଦିବସ। ମାର୍ଚ୍ଚ ୨୪ ତାରିଖରେ ‘ବିଶ୍ୱ ଯକ୍ଷ୍ମା ଦିବସ’ପାଳନ ହୋଇଥାଏ। କିନ୍ତୁ ଏହି ଦିବସକୁ କାହିଁକି ପାଳନ କରାଯାଏ ଜାଣିଛନ୍ତି? ତେବେ ନଜର ପକାନ୍ତୁ ଏହା ପଳନ ପଛର ମୂଳ ଉଦ୍ଦେଶ୍ୟ କଣ? ଯକ୍ଷ୍ମା ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସତର୍କ…
ଦେଶ-ବିଦେଶ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ଘୋଷଣା Lopa Mar 15, 2025 ବ୍ୟାଙ୍କ ଖୁବ ଶୀଘ୍ର 100 ଏବଂ 200 ଟଙ୍କାର ନୂତନ ନୋଟ ଜାରି କରିବାକୁ ଯାଉଛି
ଆମ ଓଡ଼ିଶା ଦୋଳ ପୂର୍ଣ୍ଣିମା ଓ ହୋଲି :ଗାଁଠୁ ସହର ସବୁଠି ଉତ୍ସବମୁଖର Lopa Mar 14, 2025 ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଦୋଳ ପୂର୍ଣ୍ଣିମା। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପର୍ବର ପ୍ରାଧାନ୍ୟ ବେଶୀ। ଫାଲ୍ଗୁନ ଦଶମୀ ତିଥିରୁ ସାଧାରଣତଃ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ। ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା…
ଦେଶ-ବିଦେଶ ଲକ୍ଷେ ହେବାକୁ ଆଉ ବା କେତେ ଦିନ ? Lopa Mar 12, 2025 ମୁଣ୍ଡ ଉପରେ ଝିଅ ପୁଅଙ୍କ ବାହାଘର । ଚିନ୍ତା ବଢ଼ାଉଛି ଏ ସୁନା ଦର । ହୁ ହୁ ହୋଇ ବଢ଼ି ଚାଲିଛି, ଭାଙ୍ଗୁଛି ରେକର୍ଡ଼ । ଆକାଶ ଛୁଆଁ ଦର ହୋଇଗଲାଣି ସୁନା । ସୁନା କିଣିବାକୁ ଡରିଲେଣି ଗ୍ରାହକ । ୨୨ ହେଉ କି ୨୪ କ୍ୟାରେଟ ଉଭୟ ଦର ଲକ୍ଷେ ପାଖାପାଖି ହେଲାଣି । ଗତ ବର୍ଷ ତୁଳନାରେ ଏହି ମୂଲ୍ୟବାନ…