janmashtami 2023 ; ଜନ୍ମାଷ୍ଟମୀରେ କରନ୍ତୁ ଏହି ସରଳ ଉପାୟ, ଦୂର ହେବ ସବୁ କଷ୍ଟ…

ଯେବେତେବେ ଅଧର୍ମୀ ଓ ଅତ୍ୟାଚାରୀମାନଙ୍କ ପାଦୁର୍ଭାବ ବଢିଯାଏ ଏବଂ ଧର୍ମର ପତନ ହେବାକୁ ଲାଗେ, ସେବେତେବେ ସ୍ବୟଂ ଭଗବାନ ମାନବ ରୂପରେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରି ସତ୍ୟ ଓ ଧର୍ମର ସଂସ୍ଥାପନ କରନ୍ତି। ଏହି ପରିପ୍ରେକ୍ଷୀରେ ଅତ୍ୟାଚାରୀ କଂସର ବିନାଶ ପାଇଁ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ଭଗବାନ୍ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଅବତରଣ କରିଥିଲେ ଏବଂ ନିଜ ମାମୁ କଂସରାଜର ବିନାଶ କରିଥିଲେ। ଭଗବାନ୍ କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ଅତି ଧୁମଧାମରେ ପାଳନ କରାଯାଏ।

ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଭଳି ଜନ୍ମାଷ୍ଟମୀ ତିଥିକୁ ନେଇ ମଧ୍ୟ ଦ୍ବନ୍ଦ ରହିଛି। ସପ୍ଟେମ୍ବର ୬ ଓ ୭ ତାରିଖ ଉଭୟ ଦିନରେ ଜନ୍ମାଷ୍ଟମୀ ତିଥି ରହିଛି। କିନ୍ତୁ ୬ ତାରିଖ ବୁଧବାର ଅର୍ଥାତ୍ ଆସନ୍ତାକାଲି ଜନ୍ମାଷ୍ଟମୀ ପାଳନ କରାଯିବ।

Shri Krishna Janmashtami 2022 Date Time in Hindi | Janmashtami 2022: साल 2022 में जन्माष्टमी कब है, जानें दिन, तारीख और शुभ मुहूर्त | Hari Bhoomi

ତେବେ କୁହାଯାଏ ଯଥା ରିତିନୀତିରେ ଜନ୍ମାଷ୍ଟମୀ ପାଳନ କରାଯିବା ଦ୍ବାରା ଭଗବନ ଶ୍ରୀକୃଷ୍ଣ ଭକ୍ତଙ୍କ ମନୋସ୍କାମନା ପୂରଣ କରିଥାନ୍ତି ଏବଂ ଜୀବନରୁ ଅନେକ ଦୁଃଖ କଷ୍ଟ ଦୂର କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାର ଅତ୍ୟନ୍ତ ସରଳ ଉପାୟ ବିଷୟରେ…

Lord Krishna: Janmashtami 2022 makhan morpankh flute five things bring at home on Janmashtami sri krishna blessing you - Janmashtami 2022: जन्माष्टमी पर घर ले आएं ये 5 चीजें, बरसेगी श्रीकृष्ण की कृपा

ଲହୁଣି ଓ ମିଶ୍ରି – ଜନ୍ମାଷ୍ଟମୀରେ ଲହୁଣି ଓ ମିଶ୍ରି ଭୋଗ ଲଗାଇ ଏକ ବର୍ଷରୁ ଛୋଟ ଛୁଆଙ୍କୁ ନିଜ ଅଙ୍ଗୁଳରେ ଚଟାନ୍ତୁ।

ଝୁଲା – ଏହି ଦିନ ସୁନ୍ଦର ସୁସଜ୍ଜିତ ଝୁଲା ଆଣି ଭଗବାନ୍ ଶ୍ରୀକୃଷ୍ଣଙ୍କୁ ସେଥିରେ ଝୁଲାନ୍ତୁ।

ଚାନ୍ଦି ବଂଶୀ – ଏହି ଦିନ ଚାନ୍ଦି ବଂଶୀ ଆଣି ଭଗବାନ ଶ୍ରୀକୃଷ୍ଣଙ୍କୁ ଚଢାନ୍ତୁ। ପୂଜା ସମ୍ପନ୍ନ ହେବା ପରେ ଏହାକୁ ନିଜ ପର୍ସରେ ଅତି ଯତ୍ନର ସହ ରଖନ୍ତୁ।

ରାକ୍ଷୀ – ରକ୍ଷା ବନ୍ଧନ ଭଳି ଏହି ଦିନ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ରାକ୍ଷୀ ବାନ୍ଧନ୍ତୁ।

Janmashtami Kab Hai,भगवान कृष्ण को सबसे ज्यादा प्रिय हैं ये दो रंग, जन्माष्टमी को और शुभ बनाने के लिए इन कपड़ों में करें पूजा - lifestyle janmashtami special lorad ...

ତୁଳସୀ – ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ତୁଳସୀ ଅବଶ୍ୟ ପ୍ରୟୋଗ କରନ୍ତୁ।

ଫୁଲ – ପାରିଜାତ ବା ଶେଫାଳୀ ଫୁଲ, ଧଳା ଓ ହଳଦିଆ ରଙ୍ଗର ଫୁଲରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସଜାନ୍ତୁ। କାରଣ ଏହି ସବୁ ଫୁଲ ଭଗବାନ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ।

ଫଳ ଓ ଶସ୍ୟ – ଜନ୍ମାଷ୍ଟମୀ ଦିନ ଯେକୌଣସି ଧାର୍ମିକ ସ୍ଥଳକୁ ଯାଇ ଫଳ ଓ ଶସ୍ୟ ଦାନ କରନ୍ତୁ।

Janmasthami 2019 Special: Interesting Ideas To Decorate Your Pooja Room on Janmasthami - कृष्ण जन्माष्टमी पर ऐसे सजाएं अपना पूजा घर | Navbharat Times

ଗାଈ ଓ ବାଛୁରୀ – ଏହି ଦିନ ଗାଈ ଓ ବାଛୁରୀର ପ୍ରତିମୂର୍ତ୍ତି ଆଣିବା ଦ୍ବାରା ଧନ ଓ ସନ୍ତାନ ସମ୍ବନ୍ଧିତ ଚିନ୍ତା ଦୂର ହୋଇଥାଏ।

ମୟୂର ପର – ମୟୂର ପର ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ। ଜନ୍ମାଷ୍ଟମୀ ପୂଜାରେ ମୟୂର ପର ନିହାତି ଚଢାନ୍ତୁ।

ଶଙ୍ଖ – ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କ ନନ୍ଦଲାଲ ପ୍ରତିମାଙ୍କୁ ଶଙ୍ଖରେ କ୍ଷୀର ଢାଳି ଅଭିଷେକ କରାନ୍ତୁ।

Janmashtami 2023: When is Krishna Janmashtami 2023? Date, Puja Vidhi, Significance, And More Details