Browsing Tag

Yash

ବକ୍ସ ଅଫିସରେ ‘ରାମାୟଣ’ର ବିଜୟ ରଥ: ୪ ଦିନରେ ୫୦୦ କୋଟିର ରୋଜଗାର କରି ରଚିଲା ନୂଆ ରେକର୍ଡ

ମୁମ୍ବାଇ: ନିତୀଶ ତିୱାରୀଙ୍କ ନିର୍ଦ୍ଦେଶିତ ପୌରାଣିକ ଡ୍ରାମା ‘ରାମାୟଣ’ ବକ୍ସ ଅଫିସରେ ନିଜର ଜୟଯାତ୍ରା ଅବ୍ୟାହତ ରଖିଛି। ମାତ୍ର ଚାରି ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ୪୯୯.୨୦ କୋଟି ଟଙ୍କାର ଗ୍ରସ କଲେକସନ କରି ଏକ ବଡ଼ ସଫଳତା ହାସଲ କରିଛି। ବିଶେଷ କରି ଦୀପାବଳି ରବିବାର ଦିନ…