Browsing Tag

Road Accident

ବସରୁ ଖସି ପଡି ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଗଞ୍ଜାମ: ବସରୁ ଖସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଛକ ନିକଟରେ ଅଘଟଣ । ମୃତ ଛାତ୍ର ଜଣଙ୍କ ପୁଟିଆପଦର ଗ୍ରାମର ୧୭ ବର୍ଷୀୟ ରାହୁଲ ନାୟକ । କଲେଜରୁ ବସ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ବସରୁ ଖସି ପଡିଥିଲେ ରାହୁଲ ।…