Browsing Tag

Rare Birth

ବ୍ରହ୍ମପୁର ଏମକେସିଜିରେ ବିରଳ ଘଟଣା: ଦୁଇଟି ମୁଣ୍ଡ ଥିବା ଶିଶୁର ଜନ୍ମ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ (MKCG) ଠାରେ ଏକ ବିରଳ ଶିଶୁ ଜନ୍ମ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜଣେ ମହିଳା ଏହି ବିରଳ ଦୁଇ ମୁଣ୍ଡିଆ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁଟିର ୨ଟି ମୁଣ୍ଡ, ୨ଟି ହାତ, ୨ଟି ଗୋଡ଼, ୨ଟି…