Browsing Tag

odisha

ଆଜି ଓଡ଼ିଶାର ୩ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର; କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାକୁ ଦେବେ…

ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନିଟି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ । କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ ଫୁଲବାଣୀରେ ଏକ ଜନସଭାକୁ ସମ୍ବୋଧନ କରିବେ। ଏହାପରେ ସେ ବଲାଙ୍ଗୀର ଯାଇ…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳର ପର୍ବ

ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ। ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୁରପଲ୍ଲୀରେ କୃଷକମାନେ ଏହାକୁ ବେଶ୍‌ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି। ଏହିଦିନ କୃଷକମାନେ ଭଲ…

ବିଜେଡିର ନିର୍ବାଚନୀ ଇସ୍ତାହାର-୨୦୨୪ ଜାରି କଲେ ସୁପ୍ରିମୋ ନବୀନ ପଟ୍ଟନାୟକ; ୨୦୩୪ ସୁଦ୍ଧା ଓଡ଼ିଶାକୁ ଏକ ନମ୍ବର ରାଜ୍ୟ…

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାର-୨୦୨୪ ଜାରି କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଇସ୍ତାହାର ଜାରି କରି ନବୀନ କହିଲେ, ୨୪ ବର୍ଷରେ ବିଜେଡି ସରକାର ଓଡିଶାରେ ବିକାଶ କରିଛି । ଗରିବ ପଛୁଆ ରାଜ୍ୟ ଆଜି ଓଡିଶା ପାଇଁ ଅତିତ ହୋଇଛି । ଆଜିର ଓଡିଶା ଏକ ଆଧୁନିକ ଓଡିଶା । ନବୀନ କହିଛନ୍ତି,…

ଆଜି ସନ୍ଧ୍ୟାରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଗୋପାଳପୁର ବିଜେଡିର ପ୍ରଚାର ମଞ୍ଚରୁ ଏନେଇ ଆଜି ଘୋଷଣା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିଜେଡିର ମାନିଫେଷ୍ଟୋ ଘୋଷଣା ହେବା ନେଇ କହିବା ଅବସରରେ ବିରୋଧୀଙ୍କ ମାନିଫେଷ୍ଟାକୁ ଟାର୍ଗେଟ କରିଛନ୍ତି ଫାଇଭ-ଟି…

ଓଡ଼ିଶା ଆସି ବିଜେପି ପାଇଁ ପ୍ରଚାର କରିବେ ଡ୍ରିମ୍‌ ଗାର୍ଲ ହେମା ମାଳିନୀ

ଭୁବନେଶ୍ୱର: ଓଡିଶା ଆସିବେ ବିଜେପି ନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବେ ବଲିଉଡର ଡ୍ରିମ୍‌ ଗାର୍ଲ ତଥା ମଥୁରା ସାଂସଦ ହେମା ମାଳିନୀ। ରାଜ୍ୟ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ହେମା ମାଳିନୀଙ୍କ ନାମ ସ୍ଥାନ ପାଇଛି। ଜ୍ୟୋତିରାଦିତ୍ୟ…

ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି, କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ବସ୍ତି, କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ। କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ସହ ବର୍ଷା ହୋଇଛି। ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା…

ନବରଙ୍ଗପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର, ନିଜ ପାଇଁ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ…

ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ କ୍ୟାମ୍ପେନ କରିଛନ୍ତି।ନବରଙ୍ଗପୁରରୁ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ନବୀନ । ପ୍ରଚାର…

ଓଡିଆ ଉଦ୍ୟୋଗୀଙ୍କୁ ଦୁବାଇରେ ଶ୍ରେଷ୍ଠ ମହିଳା ବ୍ୟବସାୟ ପୁରସ୍କାର

ଏକବିଂଶ ଶତାବ୍ଦୀରେ ମଧ୍ୟ କର୍ପୋରେଟ୍ କ୍ଷେତ୍ର ମୁଖ୍ୟତଃ ପୁରୁଷମାନଙ୍କ ଦ୍ୱାରା ପରିଚାଳିତ। ଏଭଳି ପରିସ୍ଥିତିରେ କର୍ପୋରେଟ୍ କ୍ଷେତ୍ରର ଶୀର୍ଷ ସ୍ଥାନକୁ ପହଞ୍ଚିବା ପାଇଁ ମହିଳାମାନଙ୍କୁ ବିଭିନ୍ନ ପ୍ରତିରୋଧର ବା ବଧାବିଘ୍ନର ସାମ୍ନା କରିବାକୁ ପଡେ। କିନ୍ତୁ ଅସମାନତା ସତ୍ତ୍ୱେ, ଏପରି କିଛି…

ଫ୍ୟୁଜନ ୱାର୍କସ, ଫେସନର ନୂଆ ଟ୍ରେଣ୍ଡ

ଫ୍ୟାଶନ୍ କାହା ପାଇଁ ଏକ୍ସପେରିମେଣ୍ଟ୍, କାହା ପାଇଁ କମ୍ଫଟ୍ ତ ଆଉ କାହା ପାଇଁ ଫ୍ୟାଶନ୍ ଅଟେ। କିନ୍ତୁ ବର୍ତ୍ତମାନ ଯାହା ନୂଆ ଟ୍ରେଣ୍ଡ ଆସୁଛି ତାହାହି ଫ୍ୟାଶନ୍। ଦିନକୁଦିନ ଏହାର ରୂପ ବଦଳି ନୂଆ ରୂପରେ ଆସୁଛି। ବର୍ତ୍ତମାନ ଯୁଗପିଢିଙ୍କୁ ଫ୍ୟୁଜନ୍ ନିଶା ଘାରିଛି। ପାରମ୍ପରିକ କପଡ଼ା