Browsing Tag

Heatwave

ରାଜ୍ୟକୁ ପୁଣି ଫେରିବ ଅସହ୍ୟ ତାତି ଓ ଗୁଳୁଗୁଳି, ୪୫ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର: ପୁଣି ଅସ୍ତବ୍ୟସ୍ତ କରିବ ଅସହ୍ୟ ତାତି ଓ ଗୁଳୁଗୁଳି । ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ। କାଲିଠାରୁ ଅଧିକ ଅନୁଭୂତ ହେବ ତାତି। ୨୦ତାରିଖ ବେଳକୁ ପ୍ରବଳ ଗରମ ପାଇଁ ଗ୍ରୀଷ୍ମଲହରୀ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଗୋଟିଏ…

କାଳବୈଶାଖୀ ଯୋଗୁଁ ଉପକୂଳରେ ତାତିରୁ ଆଶ୍ୱସ୍ତି; ଅସହ୍ୟ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା, ୪୪.୫ ଡିଗ୍ରୀ ସହ ବଲାଙ୍ଗିର…

ଭୁବନେଶ୍ୱର: ଉପକୂଳରେ ଆଶ୍ୱସ୍ତି, ପଶ୍ଚିମରେ ଅସହ୍ୟ ତାତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଲଗାତର ୨୧ ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା…