Browsing Tag

Happy Birthday Naveen

୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ, ଦେଶର ଜଣେ ପ୍ରବୀଣ ରାଜନେତା ନବୀନ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବିଳମ୍ବରେ ରାଜନୀତିରେ ପ୍ରବେଶ କରିଥିଲେ ମଧ୍ୟ ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟର ରାଜନୈତିକ ଇତିହାସକୁ ଏକ ନୂଆ ରୂପ ଦେଇଛନ୍ତି। ରାଜନୀତିକୁ ନବୀନ ହୋଇ…