ଲକ୍ଷେ ହେବାକୁ ଆଉ ବା କେତେ ଦିନ ?
ମୁଣ୍ଡ ଉପରେ ଝିଅ ପୁଅଙ୍କ ବାହାଘର । ଚିନ୍ତା ବଢ଼ାଉଛି ଏ ସୁନା ଦର । ହୁ ହୁ ହୋଇ ବଢ଼ି ଚାଲିଛି, ଭାଙ୍ଗୁଛି ରେକର୍ଡ଼ । ଆକାଶ ଛୁଆଁ ଦର ହୋଇଗଲାଣି ସୁନା । ସୁନା କିଣିବାକୁ ଡରିଲେଣି ଗ୍ରାହକ । ୨୨ ହେଉ କି ୨୪ କ୍ୟାରେଟ ଉଭୟ ଦର ଲକ୍ଷେ ପାଖାପାଖି ହେଲାଣି । ଗତ ବର୍ଷ ତୁଳନାରେ ଏହି ମୂଲ୍ୟବାନ…