ଦିନକୁ ୧୫,୦୦୦ ପାଦ ଚାଲିବା ପରେ ବି ଅଷ୍ଟିଓପେନିଆ: ହାଡ଼ର ମଜବୁତି ପାଇଁ କେବଳ ଚାଲିବା ଯଥେଷ୍ଟ କି?
ୱେଲନେସ୍ କୋଚ୍ ୱେଣ୍ଡି ୱାଙ୍ଗ (Wendy Wang) ନିକଟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ନିଜ ମା'ଙ୍କ ଅନୁଭୂତି ବଖାଣିଥିଲେ। ତାଙ୍କ ମା' ଦୀର୍ଘ ୧୫ ବର୍ଷ ଧରି ପ୍ରତିଦିନ ୧୫,୦୦୦ ପାଦ ଚାଲିବା ସତ୍ତ୍ୱେ ଅଷ୍ଟିଓପେନିଆ (Osteopenia) ବା ହାଡ଼ ଦୁର୍ବଳ ସମସ୍ୟାର…