Browsing Tag

CDA Sector 10

କଟକ ସିଡିଏ ସେକ୍ଟର ୧୦ରେ ପିଏନଜି ଗ୍ୟାସ୍ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ, ଜଳିଗଲା ଜଳଖିଆ ଦୋକାନ

କଟକ: କଟକର ସିଡିଏ ସେକ୍ଟର ୧୦ରେ ମଙ୍ଗଳବାର ଦିନ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ବା ପିଏନଜି (PNG) ପାଇପଲାଇନ୍ ଲିକ୍ ହେବା କାରଣରୁ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ରାସ୍ତା କଡ଼ରେ ଥିବା ଏକ ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳିଯାଇ…