ଓଡ଼ିଶା ଆସି ବିଜେପି ପାଇଁ ପ୍ରଚାର କରିବେ ଡ୍ରିମ୍ ଗାର୍ଲ ହେମା ମାଳିନୀ
ଭୁବନେଶ୍ୱର: ଓଡିଶା ଆସିବେ ବିଜେପି ନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବେ ବଲିଉଡର ଡ୍ରିମ୍ ଗାର୍ଲ ତଥା ମଥୁରା ସାଂସଦ ହେମା ମାଳିନୀ। ରାଜ୍ୟ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ହେମା ମାଳିନୀଙ୍କ ନାମ ସ୍ଥାନ ପାଇଛି। ଜ୍ୟୋତିରାଦିତ୍ୟ…