Browsing Tag

Anti-drone Technology

ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍, ସୁରକ୍ଷାକୁ ନେଇ ବଢ଼ିଲା ଉଦ୍‌ବେଗ

ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ । ଡ୍ରୋନ୍‌ରେ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରାଯାଇଥିବା ସନ୍ଦେହ। ବାରମ୍ବାର କଟକଣା ଏବଂ ଚେତାବନୀ ସତ୍ତ୍ୱେ ପୁରୀର ପ୍ରସିଦ୍ଧ ଦ୍ୱାଦଶ ଶତାବ୍ଦୀର ଶ୍ରୀଜଗନ୍ନାଥ ମନ୍ଦିର ଉପରେ ପୁଣି ଥରେ ଏକ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି। ଏହି ଘଟଣା…