ରାଜ୍ୟରେ ବୃଦ୍ଧିପାଉଛି ବୃଦ୍ଧାଶ୍ରମ

ସାକ୍ଷରତା ଓ ମୁଣ୍ଡପିଛା ଆୟ ବୃଦ୍ଧି ସହିତ ତାଳଦେଇ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ବି ବଢିବାରେ ଲାଗିଛି । ବର୍ତ୍ତମନା ସୁଦ୍ଧା ରାଜ୍ୟରେ ୧୪୧ଟି ବୃଦ୍ଧାଶ୍ରମ ଥିବାବେଳେ ରାଜ୍ୟ ସରକାର ଆଉ ୫ଟି ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରୁଛନ୍ତି । ବୃଦ୍ଧ ବାପ ମା’ଙ୍କୁ ଲୋକେ ଘରେ…

ରିଲିଜ୍‌ ଆଗରୁ ବକ୍ସ ଅଫିସ ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର: ଦି ରିଭେଞ୍ଜ’

ଧୁରନ୍ଧର ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ‘ଧୁରନ୍ଧର: ଦି ରିଭେଞ୍ଜ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଆଗରୁ ବକ୍ସ ଅଫିସରେକର୍ଡ ଭାଙ୍ଗିବାର ଧାରା ଆରମ୍ଭ କରିସାରିଲାଣି। ମୁକ୍ତିଲାଭ କରିବା ପୂର୍ବ ଦିନର ପ୍ରିଭ୍ୟୁ ସୋ’ର ଟିକେଟ୍‌ ବିକ୍ରିରେ ଏହା ‘ସ୍ତ୍ରୀ ୨’ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଦେଇଛି।…

ମହିଳାଙ୍କ ପାଇଁ ଦିନଟିଏ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ବିଶ୍ବ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ମହିଳାଙ୍କ ପାଇଁ…

ଆଜି ମିଳିବ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ପୁରୀ ତାଳବଣିଆଠାରେ ଆୟୋଜନ ହେବାକୁ ଥିବା ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍‌…

ଖାଇବା ପରେ ଥଣ୍ଡାପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ…..

ଅନେକ ବ୍ୟକ୍ତିଙ୍କର ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏହା ଶରୀର ପାଇଁ ଆଦୌ ଭଲ ନୁହେଁ। ଏହାର କାରଣ ହେଉଛି ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ତେଣୁ ୨୦ ରୁ ୨୨ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାଯୁକ୍ତ ପାଣି ପିଇବା ଶରୀର ପାଇଁ…

ସକାଳେ କରନ୍ତୁନି ଏହିସବୁ ଭୁଲ୍‌, ନଚେତ ଆସିପାରେ ଘୋର ବିପତ୍ତି…

ଦିଗ ଭଳି କାଳ ବା ସମୟ ପାଇଁ ମଧ୍ୟ କିଛି ବାସ୍ତୁ ନିୟମ ରହିଛି, ଯାହାକୁ ମାନିବା ଦ୍ବାରା ବାସ୍ତୁଦୋଷ ଦୂର ହୋଇ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ତେବେ ସକାଳ ସମୟ ପାଇଁ ବିଶେଷ ବାସ୍ତୁ ନିୟମ ଅଛି। ଏହାକୁ ମାନିବା ଉଚିତ। ସେଭଳି କିଛି ନିୟମ ହେଉଛି … ସକାଳ ସମୟରେ ଅଇଁଠା ବାସନ ଦେଖିବା…

ତ୍ଵଚାରୁ ଛାଡୁନି କି ହୋଲି ରଙ୍ଗ, ଆପଣାନ୍ତୁ ଏହି ଘରୋଇ ଟିପ୍ସ…

ହୋଲି ଖେଳିବା ବହୁତ ମଜାଦାର। କିଛି ଲୋକ ପରସ୍ପରକୁ ରଙ୍ଗ ଲଗାଇବା ପାଇଁ ବର୍ଷ ସାରା ଅପେକ୍ଷା କରନ୍ତି। ତଥାପି, କିଛି ଲୋକ ଏହା କରିବାରୁ ଦୂରେଇ ରୁହନ୍ତି । କାରଣ ହୋଲି ଖେଳିବା ପରେ ମୁହଁରେ ଲାଲ କିମ୍ବା ଗାଢ଼ ରଙ୍ଗ ପ୍ରାୟତଃ ସହଜରେ ଛାଡେନାହିଁ। ସାବୁନ କିମ୍ବା ସ୍କ୍ରବକୁ ବାରମ୍ବାର…

କେବେ ଠୁ ଆରମ୍ଭ ହୋଇଛି ହୋଲି ! କିଏ ଲଗେଇଥିଲେ ପ୍ରଥମ ଅବୀର

ରାତି ପାହିଲେ ରଙ୍ଗର ପର୍ବ ହୋଲି । ରାସ୍ତାରେ ଅବିର ଏବଂ ଗୁଲାଲର ବାସ୍ନା ବ୍ୟାପିବା ଆରମ୍ଭ କରିଛି, ପିଲା ଏବଂ ବୟସ୍କ ମାନେ ରଙ୍ଗ କିଣିବାରେ ବ୍ୟସ୍ତ ଏବଂ ବଜାରରେ ହୋଲି ଗୀତ ଏବେଠୁ ପ୍ରତିଧ୍ୱନିତ ହେଉଛି । ହୋଲି ଏକ ପ୍ରମୁଖ ହିନ୍ଦୁ ପର୍ବ, ଯାହା ଦୁଇ ଦିନ ଧରି ପାଳିତ ହୁଏ । ହୋଲିର ପ୍ରକୃତ…

ସିନ୍ଦୂରରେ ଦୂର କରନ୍ତୁ ବହୁ ସମସ୍ୟା, ଜାଣନ୍ତୁ କେମିତି….

ସିନ୍ଦୂର ହେଉଛି ସଧବାଙ୍କର ମୁଖ୍ୟ ଶୃଙ୍ଗାର। କିନ୍ତୁ ଜାଣିଛନ୍ତି କି, ବାସ୍ତୁଦୋଷ ଦୂର କରିବା ସହିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସିନ୍ଦୂର ଦ୍ବାରା ଦୂର ହୋଇପାରିବ। ସିନ୍ଦୂରର କିଛି ଉପାୟ ଦ୍ବାରା ଘରେ ଶାନ୍ତି ସ୍ଥାପନ ହେବା ସହ ଆର୍ଥିକ ବିକାଶ ହୁଏ। ଏକ ଆଖିଯୁକ୍ତ ନଡ଼ିଆ ଉପରେ ସିନ୍ଦୂର…

ପିଲାଙ୍କ ହାତରେ ମୋବାଇଲ୍ ଦେଉଥିଲେ ସାବଧାନ! ଜାଣନ୍ତୁ କେଉଁ ବୟସ ପାଇଁ କେତେ ଘାତକ ସ୍ମାର୍ଟଫୋନ୍…

ବର୍ତ୍ତମାନ ସମୟରେ ଛୋଟ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଦେଖିବା ଏକ ସାଧାରଣ ଘଟଣା ପାଲଟିଛି। ଅନେକ ସମୟରେ ବାପା-ମା’ମାନେ ପିଲାଙ୍କୁ ଖୁଆଇବା ପାଇଁ କିମ୍ବା କାନ୍ଦ ବନ୍ଦ କରାଇବା ପାଇଁ ହାତରେ ମୋବାଇଲ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ଶିଶୁର ଭବିଷ୍ୟତ ପାଇଁ କେତେ ବିପଜ୍ଜନକ ହୋଇପାରେ, ସେ ନେଇ…