Browsing

Video

ଆସୁଛି‘ବର ବଧୂ’:ଭାଲେଣ୍ଟାଇନ୍‌ ଡେ’ରେ ଦର୍ଶକଙ୍କ ମନ ଜିଣିବେ ଶୈଳେନ୍ଦ୍ର-ଶିବାନୀ ଯୋଡ଼ି

ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ବର ବଧୂ'ର ଅଫିସିଆଲ୍ ଟ୍ରେଲର ମୁକ୍ତିଲାଭ କରିଛି। ଦର୍ଶକଙ୍କ ପ୍ରିୟ ଯୋଡ଼ି ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶିବାନୀ ସଙ୍ଗୀତାଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ, ଯାହା ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ଟ୍ରେଲରଟି ଏବେ ସୋସିଆଲ ମିଡିଆରେ…