ଶୀତ ଫ୍ୟାଶନ୍ : ଭେଲଭେଟ୍ ଲୁକ୍
ଯଦି ଶୀତଦିନେ ବିବାହ ହୁଏ, ତେବେ ପୋଷାକକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଏ। ପାର୍ଟିୱାୟାର ଡ୍ରେସ୍ ଉପରେ ସ୍ବେଟର ବା ଜ୍ୟାକେଟ ପିନ୍ଧିଲେ, ସେତେଟା ଭଲ ଲାଗେନାହିଁ। ତେଣୁ ଝିଅମାନେ ବୁଝି ପାରନ୍ତି ନାହିଁ ଯେ କେଉଁ ପୋଷାକ ବାଛିବା ଉଚିତ୍, ଯେଉଁଥିରେ ଷ୍ଟାଇଲିସ୍ ଏବଂ ସୁନ୍ଦର ଦେଖାଯିବା ସହ ଶୀତର…