‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ – କେବଳ ଶିଶୁ ନୁହେଁ, ମା’ ବି ରୁହେ ସୁସ୍ଥ
ମା’ ହେବା ଏକ ସୁନ୍ଦର ଅନୁଭୂତି। ମା’ ହେବା ସଙ୍ଗେସଙ୍ଗେ ଅନେକ ଦାୟିତ୍ବ ମଧ୍ୟ ବଢିଥାଏ। ନବଜାତ ଶିଶୁର ସଠିକ୍ ଲାଳନପାଳନ ଏବଂ ତା’ର ଆବଶ୍ୟକତା ବୁଝିବା ମା’ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନ୍ମର ୬ ମାସ ପର୍ୟ୍ୟନ୍ତ ମା’ କ୍ଷୀର ଶିଶୁର ପ୍ରଥମ ଏବଂ ସମ୍ପୂର୍ଣ୍ଣ ଆହାର ଭାବରେ ବିବେଚନା…