ସ୍ୱାଧୀନତା ଦିବସରେ ସ୍ବତନ୍ତ୍ର କେକ୍
ପ୍ରତିବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଏ | ସମସ୍ତେ ଏହି ବିଶେଷ ଦିନକୁ ବିଭିନ୍ନ ଉପାୟରେ ପାଳନ କରନ୍ତି | କେହି କେହି ଏହି ଦିନ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ କେହି କେହି ପତାକା ଉତ୍ତୋଳନ କରି ଦେଶପ୍ରେମ ଦେଖାନ୍ତି | ଯଦି ଆପଣ ମଧ୍ୟ ଏହି ସ୍ୱାଧୀନତା ଦିବସରେ…