କିପରି ସୁଦୃଢ ହେବ ଶାଶୁ ଏବଂ ବୋହୂ ସମ୍ପର୍କ ?
ଶାଶୁ ଏବଂ ବୋହୂ ମଧ୍ୟରେ ସମ୍ପର୍କ ଅଲଗା ପ୍ରକାରର। ଭଲପାଇବା ଏବଂ କଳିଝଗଡା ଉଭୟ ଏହି ସମ୍ପର୍କରେ ଦେଖାଯାଏ। ପୁଅ ଘରୁ ବାହାରିବା ପରେ ଶାଶୁ ସାଙ୍ଗରେ ବୋହୂର ସମ୍ପର୍କ ଗଭୀର ହୋଇଥାଏ। କିନ୍ତୁ ଏହି ସଂପର୍କରେ ଛୋଟ ଛୋଟ କଥାକୁ ନେଇ ମନମାଳିନ ମଧ୍ୟ ହେଖାଯାଏ। ଶାଶୁ ଏବଂ ବୋହୂ ମଧ୍ୟରେ ଅନେକ ଥର…