ଅଭିନେତ୍ରୀ ହୋଇନଥିଲେ, ‘ଗୃହିଣୀ’ ହୋଇଥାନ୍ତି – ସୋନାଲି
ମାୟାନଗରୀରେ ସଫଳତା ଯେତିକି ଦୂର, ସଂଘର୍ଷ ମଧ୍ୟ ସେତିକି କଷ୍ଟସାଧ୍ୟ। ନିତି ଏଠାକୁ ଲୋକେ ଧାଇଁ ଆସନ୍ତି ସଫଳତା ହାସଲ ଲକ୍ଷ୍ୟରେ। କେହି କେହି ସଫଳତାର ମଜା ନିଅନ୍ତି, ତ ଅନ୍ୟ କେହି ଲୁଚି ଯାଆନ୍ତି ଆଢୁଆଳରେ। ନନ୍ଦିତା ଦାସ, ସୋନା ମହାପାତ୍ର, ଋତୁରାଜ ମହାନ୍ତି ମୟାନଗରୀରେ ସଫଳତାର ଶୀର୍ଷରେ…