ସୁନ୍ଦର ତ୍ବଚା ପାଇଁ ଟମାଟୋ ଫେସ୍ ପ୍ୟାକ୍
ପ୍ରତ୍ୟେକ ମହିଳା ଚାହାଁନ୍ତି ଯେ ତାଙ୍କ ଚେହେରା ସଫା ଓ ସୁନ୍ଦର ହେଉ। ଚେହେରାକୁ ସଫା କରିବା, ଦାଗରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାରର ପ୍ରସାଧନ ସାମଗ୍ରୀ ବା କସ୍ମେଟିକ କ୍ରିମ୍ ଆଦି ବ୍ୟବହାର କରନ୍ତି। କିନ୍ତୁ ଚେହେରାରେ ପ୍ରାକୃତିକ ଚମକ ମିଳି ନଥାଏ । ଧୂଳି, ପ୍ରଦୂଷଣ ଏବଂ ମଇଳା…