ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଆଳୁ କ୍ରିମ୍
ସ୍କିନ୍ କେୟାର ରୁଟିନ୍ ର ନାଇଟ୍ କ୍ରିମ୍ ଏକ ଅତ୍ୟାବଶ୍ୟକ। ନାଇଟ୍ କ୍ରିମ୍ ତ୍ବଚାର ଉଜ୍ବଳତା ଫେରାଇ ଆଣିବା ସହ ସୁସ୍ଥ ଚର୍ମ ଗଠନରେ ସହାୟକ ହୋଇଥାଏ। ଅନେକ ମହିଳା ଓ ଯୁବତୀ ନିଜ ତ୍ବଚା ଅନୁଯାୟୀ ଦାମୀ କ୍ରିମ୍ ପ୍ରୟୋଗ କରନ୍ତି କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ନିଜ ବଜେଟରେ ନାଇଟ୍ କ୍ରିମ୍…