ଫ୍ୟାଶନ୍ ୨୦୨୨ : ନାଲି କିମ୍ବା ଗୋଲାପୀ ନୁହେଁ, କମଳା ରଙ୍ଗର ବ୍ରାଇଡାଲ୍ ଲେହେଙ୍ଗା
ନିଜ ବ୍ରାଇଡାଲ୍ ଲୁକ୍ କୁ ନେଇ ସମସ୍ତେ ସଜାଗ ଥାନ୍ତି। କିଛି ନିଆରା ଏବଂ ନୂଆ ଆଉଟ୍ ଫିଟ୍ ରେ ନିଜକୁ ଦେଖିବା ପାଇଁ ପସନ୍ଦ କରନ୍ତି। ବିଗତ ବର୍ଷରେ ନାଲି ଏବଂ ଗୋଲାପୀ ରଙ୍ଗର ବ୍ରାଇଡାଲ୍ ଲେହେଙ୍ଗାରେ ଅନୁଷ୍କା ଏବଂ ପ୍ରିୟଙ୍କା ଚୋପ୍ରା ଭଳି କିଛି ସେଲିବ୍ରେଟିଙ୍କୁ ଆମେ ଦେଖିଛୁ। ତେବେ…