ଅଷ୍ଟମୀ ଏବଂ ନବମୀରେ କନ୍ୟା ପୂଜାର ବିଧାନ, ଜାଣନ୍ତୁ ଦେବୀ କାହିଁକି ହୁଅନ୍ତି ସନ୍ତୁଷ୍ଟ
ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇ ସାରିଛି। ଅକ୍ଟୋବର ୭ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ ନବରାତ୍ରୀ । ଏହି ୯ ଦିନରେ ମା’ଙ୍କୁ ୯ଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ପ୍ରଥମ ଦିନରେ ମା’ ଶୈଳପୁତ୍ରୀ, ୨ୟ ଦିନରେ ମା’ ବ୍ରହ୍ମଚାରିଣୀ, ୩ୟ ଦିନରେ ମା’ ଚନ୍ଦ୍ରଘଣ୍ଟା, ୪ର୍ଥ ଦିନରେ…