ଜାତୀୟ ଗୃହପାଳିତ ପଶୁ ଦିବସ । ସୁଖ ଏବଂ ସୁସ୍ଥ ମାନସିକ ପାଇଁ ଘରେ ରଖନ୍ତୁ ପଶୁ
ଗୃହପାଳିତ ପଶୁ। ଯେଉଁମାନେ ପଶୁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଗୃହପାଳିତ ପଶୁ ଏକ ସକରାତ୍ମକ ଭୂମିକା ଗ୍ରହଣ କରିଥାଏ। ଶାରୀରିକ ଦିନଚର୍ଯ୍ୟା, ପ୍ରେମ ଏବଂ ସୁଖର ମୁହୂର୍ତ୍ତ ଆସେ । ଗୃହପାଳିତ ପଶୁମାନେ ପରିବାରର ଅନ୍ୟ ସଦସ୍ୟଙ୍କ ପରି ହୋଇଥାନ୍ତି।
ପ୍ରାୟତଃ କୁହାଯାଏ ଯେ,…