ମେନଷ୍ଟ୍ରୁଅଲ କପ୍
ସମୟ ସାଙ୍ଗରେ ସମାଜରେ ମାସିକ ଧର୍ମର ସଚେତନତା ବୃଦ୍ଧି ପାଉଛି। ଏହା ଉପରେ ଲୋକଙ୍କ ମନୋଭାବ ବା ମାନସିକତା ମଧ୍ୟ ବଦଳିଲାଣି। ଏହାକୁ ନେଇ ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯିବା ପରେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ପୂର୍ବରୁ ମହିଳାମାନେ କପଡା ଇତ୍ୟାଦି ବ୍ୟବହାର…