ଜୀବନ ଓ ମହାଭାରତ ଯୁଦ୍ଧ
ମହାଭାରତ ଯୁଦ୍ଧ ଏକ ପୌରାଣିକ କଥା ବସ୍ତୁ ନୁହେଁ। ଏହା ଏକ ଜୀବନ ଦର୍ଶନ। ପ୍ରକୃତ ମହାଭାରତ ଯୁଦ୍ଧ ଆମେ ଜାଣିଛେ ଯେ ପାଣ୍ଡବ ପାଞ୍ଚ ଭାଇ ଓ କୌରବ ଶହେ ଭାଇଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ। ଏ ଯୁଦ୍ଧ ର ଅର୍ଥ କଣ?
ମହାଭାରତ ଯୁଦ୍ଧ ପରେ ସଂଜୟ ଯୁଦ୍ଧ କ୍ଷେତ୍ରକୁ ପରିଦର୍ଶନ କରିବାକୁ ଯାଇ ଥିଲେ।…