ଲିଭ୍-ଇନ୍ ରିଲେସନ୍ଶିପ୍ ର ନିୟମ ଓ ଏହାର ପ୍ରଭାବ
ଆଧୁନିକ ଯୁଗରେ, ସମ୍ପର୍କରେ ରହିବାର ଧାରା ବଦଳିଯାଇଛି। କାର୍ଯ୍ୟରତ ଯୁବକ ଓ ଯୁବତୀମାନେ ବିବାହ କରିବା ପରିବର୍ତ୍ତେ ଲିଭ୍ ଇନ୍ ରିଲେସନ୍ଶିପ୍ ରେ ରହିବାକୁ ପସନ୍ଦ କରୁଛନ୍ତି। ବିନା ବିବାହ ଏକାଠି ରହୁଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ସମ୍ପର୍କକୁ ଲିଭ-ଇନ୍ ରିଲେସନ୍ଶିପ୍ କୁହାଯାଏ। ଏହା…