Browsing Tag

kidney

ପାପା କି ପରୀ ନୁହେଁ, ଦେବଦୂତ ସାଜିଲେ ୧୭ ବର୍ଷୀୟ ଦେବନନ୍ଦା ; କିଡନୀ ଦାନ ସହ ମାଗଣା ଚିକିତ୍ସା

କୁହାଯାଏ ଦୁନିଆରେ କୌଣସି ଜିନିଷ ପିତାମାତାଙ୍କଠାରୁ ବଡ଼ ନୁହେଁ। ଜଣେ ୧୭ ବର୍ଷର ଝିଅ ଏହାକୁ ପ୍ରମାଣ କରିଛନ୍ତି। ଯିଏ ନିଜ ଜୀବନକୁ ବାଜି ଲଗାଇ ନିଜ ବାପାଙ୍କ ଜୀବନ ବଞ୍ଚାଇଛନ୍ତି। କେରଳର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଦେବନନ୍ଦା(୧୭)। ନିଜ କିଡନୀକୁ ତାଙ୍କ ପିତାଙ୍କୁ ଦାନ କରିଛନ୍ତି। ଏହା…