ଗର୍ଭାବସ୍ଥାରେ ଜାମୁ ଖାଇବା ସୁରକ୍ଷିତ କି ନାହିଁ ଜାଣନ୍ତୁ !
ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। କାରଣ ସେମାନେ ନିଜ ସହ ଗର୍ଭସ୍ଥଶିଶୁର ପ୍ରତିପୋଷଣ ପାଇଁ ଖାଦ୍ୟ ଖାଇବାକୁ ପଡିଥାଏ। ଗର୍ଭାବସ୍ଥାରେ ଖାଉଥିବା ଖାଦ୍ୟ ଶିଶୁର ବିକାଶକୁ ସିଧାସଳଖ ପ୍ରଭାବିତ କରିଥାଏ। ଯଦିଓ ସେମାନଙ୍କୁ ଅଧିକରୁ ଅଧିକ ଫଳ…