Browsing Tag

IPL

ଆଇପିଏଲ୍‌ ପ୍ଲେ-ଅଫ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୨୭ ରନରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ଆରସିବି

ବେଙ୍ଗାଲୁରୁ: ନିର୍ଣ୍ଣାୟକ ମୁକାବିଲା ଜିତି ପ୍ଲେ ଅଫରେ ବେଙ୍ଗାଲୁରୁ। ପରାଜୟ ସହ ଆଇପିଏଲ ୨୦୨୪ରୁ ଚେନ୍ନାଇର ବିଦାୟ। ଚଳିତ ଆଇପିଏଲ୍-୧୭ର ଅନ୍ତିମ ତଥା ୪ର୍ଥ ଦଳ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ-ଅଫରେ ସ୍ଥାନ ପକ୍କା କରିଛି। ଶନିବାର ଅନୁଷ୍ଠିତ ‘କର ବା ମର’ ମୁକାବିଲାରେ…

ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ରଥମ ଦଳ ଭାବେ ଆଇପିଏଲ୍ ପ୍ଲେ ଅଫରେ ପ୍ରବେଶ କଲା କୋଲକାତା ନାଇଟ୍ ରାଇଡର୍ସ

କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ପ୍ଲେଅଫରେ ପହଞ୍ଚିଛି । ଗତକାଲି ମୁମ୍ବାଇକୁ କୋଲକାତା ୧୮ ରନରେ ହରାଇଥିଲା । କୋଲକାତା ୭ ୱିକେଟରେ ୧୫୭ ରନ୍ କରିବା ପରେ ମୁମ୍ବାଇ ୮ ୱିକେଟରେ ୧୩୯ ରନ୍ କରି ପାରିଥିଲା । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ…