ଆନ୍ତର୍ଜାତୀୟ ନର୍ସ ଦିବସ: କିପରି ଆରମ୍ଭ ହେଲା ଏହି ଦିନର ପାଳନ, ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ୱ
ନର୍ସ କଥା ଉଠିଲେ ସାଧାରଣତଃ ଆମ ଆଖିରେ ମହିଳାମାନଙ୍କ ଚେହେରା ଦେଖାଯାଏ । ଏହାର କାରଣ ହେଉଛି ଆମେ ସରକାରୀ ଓ ବେସରକାରୀ ମେଡିକାଲରେ ମହିଳା ନର୍ସଙ୍କ ହାତରେ ହିଁ ସେବା ପାଇଥାଉ । ଜଣେ ରୋଗୀ ପାଇଁ ଡାକ୍ତର ଯେତିକି ଗୁରୁତ୍ୱପୂର୍ଣ୍ଣ, ନର୍ସମାନଙ୍କ ଭୂମିକା ମଧ୍ୟ ସେତିକି…