ଦୀପ ଓ ବାଣରେ ଆଘାତ ପାଇଲେ, କ’ଣ କରିବେ ?
ଆସନ୍ତାକାଲି ଦୀପାବଳି। ଏହି ଦିନ ଲୋକମାନେ ବାଣ ଫୁଟେଇବାକୁ ପସନ୍ଦ କରନ୍ତି। ବିଶେଷ ଭାବରେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ। କିନ୍ତୁ ଅନେକ ସମୟରେ ବାଣ ଫୁଟେଇବା ବା ଦୀପ ଜଳାଇବା ବେଳେ ଜଳିଯିବାର ବା ଆଘାତ ଲାଗିବାର ସମ୍ଭାବନା ଥାଏ। ଏଭଳି ପରିସ୍ଥିତିରେ ନିଜର, ନିଜ ପରିବାରର…