ହୋଲିର ଇତିହାସ କେତେ ପୁରୁଣା ଏବଂ କିଏ ପ୍ରଥମେ ରଙ୍ଗ ହୋଲି ଖେଳିଥିଲେ ? ଜାଣନ୍ତି କି !
ରଙ୍ଗର ପର୍ବ ହୋଲି, ଖୁବ ଆଡମ୍ବର ଏବଂ ଉଲ୍ଲାସର ସହିତ ପାଳନ କରାଯାଏ । ଏହା ହିନ୍ଦୁ ଧର୍ମର ବିଶେଷ ପର୍ବ ମଧ୍ୟରୁ ଗୋଟିଏ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ପାଳନ କରାଯାଏ ଏବଂ ଏହା ପରଦିନ ହୋଲି ଖେଳାଯାଏ । ଏହି ଦିନ ଲୋକମାନେ ରଙ୍ଗ ସହିତ ଏକାଠି ଖେଳନ୍ତି ଏବଂ ପରସ୍ପରକୁ ରଙ୍ଗ…