କର୍କଟ-HIV : ଶସ୍ତା ହେବ ଔଷଧ ମୂଲ୍ୟ
କର୍କଟ ଏବଂ HIV ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ବହୁତ ଶୀଘ୍ର ସେମାନଙ୍କ ଉପରେ ମହଙ୍ଗା ଔଷଧର ବୋଝ କିଛି ପରିମାଣରେ ହ୍ରାସ ପାଇପାରିବ ।
କାରଣ ଖୁବ୍ ଶୀଘ୍ର ଭାରତରେ HIV, କର୍କଟ ଏବଂ ହେମାଟୋଲୋଜି ଭଳି ଗମ୍ଭୀର ରୋଗର ଔଷଧ ଖର୍ଚ୍ଚ କମିବା ନେଇ ଜଣାପଡ଼ିଛି । …