Browsing Tag

Hindi Diwas

ହିନ୍ଦୀ ଦିବସ: କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ପ୍ରସିଦ୍ଧ ହିନ୍ଦୀ

ପ୍ରତିବର୍ଷ ୧୪ ସେପ୍ଟେମ୍ବରରେ ସାରା ଦେଶରେ ହିନ୍ଦୀ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶବାସୀଙ୍କୁ ହିନ୍ଦୀ ଭାଷା ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା। କିନ୍ତୁ ଆପଣ ଜାଣନ୍ତି କି, କେବଳ ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ହିନ୍ଦୀ ପ୍ରଚଳିତ ରହିଛି।…