Browsing Tag

handloom day 202

ଜାତୀୟ ହସ୍ତତନ୍ତ ଦିବସ : ଦିଲ୍ଲୀରୁ ପଲ୍ଲୀ ସମ୍ବଲପୁରୀ ବସ୍ତ୍ରର ଚାହିଦା

ଅଗଷ୍ଟ ୭ ଅର୍ଥାତ୍ ଆଜି ହେଉଛି ହସ୍ତତନ୍ତ ଦିବସ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଜାତୀୟ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରି ସ୍ୱଦେଶୀ ଅର୍ଥନୀତିକୁ ମଜବୁତ କରିବା। ଏଥିସହ ବୁଣାକାରଙ୍କ ଆୟ ବୃଦ୍ଧି ସ୍ବଦେଶୀ ହସ୍ତତନ୍ତ କଳା ବଞ୍ଚାଇ ରଖିବା ମୁଖ୍ୟ ଲକ୍ଷ୍ୟ। ବୁଣାକାର ହାତର…