ଗ୍ରୀନ୍ କ୍ରାକର୍ସ (ସବୁଜ ବାଣ)କ’ଣ?
ଦୁଇ ଦିନ ପରେ ଦୀପାବଳୀ। ବାଣ ଫୁଟାଇବାର ଏକ ପୁରୁଣା ପରମ୍ପରା ରହିଛି। ପ୍ରଦୂଷଣର ଆଶଙ୍କା ଯୋଗୁଁ ଅନେକ ରାଜ୍ୟରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ କେତେକ ରାଜ୍ୟରେ ଗ୍ରୀନ୍ କ୍ରାକର୍ସ ବିକ୍ରି ଏବଂ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗ୍ରୀନ୍ କ୍ରାକର୍ସ ସାଧାରଣ ବାଣ…